Tag Archives: encounter in kendrapara

Archives

  • କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

    ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ପେସାଲ ସ୍କ୍ଵାଡ୍‌ ଜିଲ୍ଲାର ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ସେକ୍‌ ଲାଲା। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ୧୪ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି। ପୁଲିସର ଗୁଳି ଲାଲାର ଗୋଡରେ ଗୁଳି ବାଜିଛି। ...