Loading...

ରୁଷୀୟ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନ୍‌କୁ ସହାୟତାର ହାତ ବଢାଇଲା ଇଂଲଣ୍ଡ

ରୁଷୀୟ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନ୍‌କୁ ସହାୟତାର ହାତ ବଢାଇଲା ଇଂଲଣ୍ଡ

ରୁଷୀୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ବ୍ରିଟେନ୍‌ ୟୁକ୍ରେନ୍‌କୁ ୬୦୦୦ କ୍ଷେପଣାସ୍ତ୍ର ଯୋଗାଇ ଦେବା ସହ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସି’କୁ ସାହାଯ୍ୟ କରିବାକୁ ଓ ୟୁକ୍ରେନୀୟ ସୈନିକ ଏବଂ ପାଇଲଟ୍‌ମାନଙ୍କ ବେତନ ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍‌ ପ୍ରଦାନ କରିବ।