Loading...

ପାୟଲ ରୋହତଗିଙ୍କୁ ବିବାହ କରିବେ ରେସଲର ସଂଗ୍ରାମ ସିଂ

ପାୟଲ ରୋହତଗିଙ୍କୁ ବିବାହ କରିବେ ରେସଲର ସଂଗ୍ରାମ ସିଂ

ରେସଲର ସଂଗ୍ରାମ ସିଂ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ପାୟଲ ରୋହତଗି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ପାୟଲ କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍ ଅପ୍ ର ଏକ ଅଂଶ ହୋଇପାରିଛନ୍ତି।