Loading...

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି । ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା ।

ବେଟିଂ ଆପର ପ୍ରମୋଶନ କରି ସଂଜୟ ଦତ୍ତ, ରାପର ବାଦଶାହାଙ୍କ ନାରେ ସାଇବର ଥାନାରେ ଏଫଆଇଆର

ବେଟିଂ ଆପର ପ୍ରମୋଶନ କରି ସଂଜୟ ଦତ୍ତ, ରାପର ବାଦଶାହାଙ୍କ ନାରେ ସାଇବର ଥାନାରେ ଏଫଆଇଆର

ଅଡୁଆରେ ବଲିଉଡ ଅଭିନେତା ସଂଜୟ ଦତ ଓ ରାପର ବାଦଶାହା । ଅଭିଯୋଗ ଘେରରେ ଥିବା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ମିଳିଛି । ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ ହୋଇଛନ୍ତି ବାଦଶାହା ।