Tag : FIR against film

Entertainment

‘ପାଟଣାଗଡ’ ଫିଲ୍ମକୁ ବିରୋଧ:ଥାନାରେ ଲିଖିତ ଅଭିଯୋଗ ଦେଲେ ମୃତ ସୌମ୍ୟଙ୍କ ବାପା

ENO Beuro
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।