ଭଦ୍ରକରେ ଅଗ୍ନିକାଣ୍ଡ : ପୋଡିଗଲା ୫୦ ରୁ ଅଧିକ ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ
ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ ।ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଧୁଷୁରୀ ଥାନା ଅନ୍ତର୍ଗତ କାସିମପୁର ପଞ୍ଚାୟତର ଖଡ଼ିମାହାରା ଗାଁର ଭାରତୀ ସାହିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ଜଳିଗଲା ୫୦ରୁ