Tag : Fire in samaleswri ac express

News

ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ

ENO Beuro
ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଆଜି ଯାତ୍ରୀମାନେ ଏକ ବଡ଼ଧରଣର ଅଘଟଣରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି । ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୂୁର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି ।