Tag : firstlook

Entertainment

ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ରାକୁଲ ପ୍ରୀତ

ENO Beuro
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମା ରାଓଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ଚାଲିଛି ଏକ ଚଳଚିତ୍ର। ସାଉଥ ସୁପରଷ୍ଟାର ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏନଟିଆରଙ୍କ ବାୟୋପିକରେ ଶ୍ରୀଦେବୀଙ୍କ ଭୂମିକାରେ ନଜର