Tag : Five year boy killed after concrete chunks fall from house ceiling

News

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

ENO Beuro
ଛାତ ଭୁଷୁଡ଼ି ସାନ ପୁଅ ମୃତ ଗଂଜାମ ଶେରଗଡ ବ୍ଲକ ପୁନାନ୍ଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି।