Loading...

ରାଜ୍ୟରେ ଖୁବ ଶୀଘ୍ର ଶସ୍ତାରେ ମିଳିବ ବିଦେଶୀ ମଦ

ରାଜ୍ୟରେ ଖୁବ ଶୀଘ୍ର ଶସ୍ତାରେ ମିଳିବ ବିଦେଶୀ ମଦ

ରାଜ୍ୟରେ ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ। ନୂତନ ଅବକାରୀ ନୀତି(୨୦୨୨-୨୩)ରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି।