Tag Archives: four elephant died in train accident

Archives

  • ଝାରସୁଗଡ଼ା:ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

    ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତେଲଡିହି- ଅଗରିଆ ବାଗଡିହି ଫାଟକ  ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଯିବା ସମୟରେ ହାତୀ ପଲ ରେଳ ଲାଇନ୍ ପାର ହେଉଥିବା ବେଳେ ଧକ୍କା ହୋଇଛି। ଟ୍ରେନ୍‌ରେ କଟିଯାଇଥିବା ହାତୀଙ୍କ ମଧ୍ୟରେ ୨ଟି ...