Loading...

ଚର୍ଚ୍ଚାରେ ବିଶ୍ବସ୍ତରୀୟ ସମ୍ମିଳନୀର ଓଡ଼ିଶାର ସଂସ୍କୃତି ଓ କଳାର ଛାପ

ଚର୍ଚ୍ଚାରେ ବିଶ୍ବସ୍ତରୀୟ ସମ୍ମିଳନୀର ଓଡ଼ିଶାର ସଂସ୍କୃତି ଓ କଳାର ଛାପ

ଭାରତ ମଣ୍ଡପମ୍‌ରେ ଦୁଇ ଦିନିଆ ଜି ୨୦ ଶିଖର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଛି। ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ଭାରତ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ବାଇଡେନ ଆସନ୍ତାମାସ (ସେପ୍ଟେମ୍ବର)୭ ତାରିଖରୁ ୧୦ ପର୍ଯ୍ୟନ୍ତ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସ୍ପଷ୍ଟ କରିଛି ହ୍ବାଇଟ ହାଉସ।

ଭାରତ ହାତରେ ଜି-୨୦ ଅଧ୍ୟକ୍ଷ ପଦ

ଭାରତ ହାତରେ ଜି-୨୦ ଅଧ୍ୟକ୍ଷ ପଦ

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବୁଧବାର ଶେଷ ହୋଇଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି । ଡିସେମ୍ବର ୧ ତାରିଖରୁ ଭାରତ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ଭାର ସମ୍ଭାଳିବ । ଗୋଟିଏ ବର୍ଷ ପାଇଁ ଭାରତ ପାଖରେ ଅଧ୍ୟକ୍ଷ ପଦ ରହିବ ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ବାଲି ଯିବେ ମୋଦୀ

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ବାଲି ଯିବେ ମୋଦୀ

ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ବାଲିରେ ହେବାକୁ ଯାଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ।