Loading...

୨୦୨୩ ଫେବୃଆରୀରେ ଗଗନଯାନ ମିଶନର ପରୀକ୍ଷାମୂଳକ ଉଡ଼ାଣ କରିବ ଇସ୍ରୋ

୨୦୨୩ ଫେବୃଆରୀରେ ଗଗନଯାନ ମିଶନର ପରୀକ୍ଷାମୂଳକ ଉଡ଼ାଣ କରିବ ଇସ୍ରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।