Tag : gallentry award for the driver who save 52 yatris

୫୨ଜଣ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

ENO Beuro
ଗୁଜରାଟର ଡ୍ରାଇଭର୍‌ ସଲିମ ଗଫୁର ଶେଖ୍‌ଙ୍କୁ ବୁଧବାର ଦିନ ‘ଉତ୍ତମ ଜୀବନ ରକ୍ଷକ ପଦକ’ ଦିଆ ଯାଇ ସମ୍ମାନିତ କରାଯାଇଛି। ଏହା ହେଉଛି ବେସାମରିକ କ୍ଷେତ୍ରରେ ଦିଆଯାଉଥିବା ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାହସିକତା ପୁରସ୍କାର।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More