Loading...

ଅଳ୍ପ ପରିଶ୍ରମରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ "ରସୁଣ ଚଟଣି"

ଅଳ୍ପ ପରିଶ୍ରମରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ "ରସୁଣ ଚଟଣି"

ପ୍ରଥମେ ଏକ ଷ୍ଟିଲ୍‌ ପାତ୍ରରେ କ୍ୟାପ୍ସିକମ୍‌ ଓ କଞ୍ଚାଲଙ୍କାକୁ ୧ କପ୍‌ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍‌ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ।

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

 ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ରସୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।