Tag : gas tanker

News

ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

ENO Beuro
କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଉପକଣ୍ଠ ଚନ୍ଦ୍ରବାହାଳଠାରେ ଗତକାଲି ଅପରାହ୍ନରେ ଏଲପିଜି ବୋଝେଇ ଟ୍ୟାଙ୍କରରୁ ହଠାତ ଗ୍ୟାସ ଲିକ ହେବାରୁ ଅଞ୍ଚଳବାସୀ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ୪ଟି ଦମ୍‌କଳ ପାଣି ପକାଇ