Loading...

ସମଲିଙ୍ଗି ବିବାହ କରିବେ ମିସ୍‌ ଆର୍ଜେଣ୍ଟିନା ଓ ମିସ୍‌ ପୁଏର୍ଟୋରିକୋ

ସମଲିଙ୍ଗି ବିବାହ କରିବେ ମିସ୍‌ ଆର୍ଜେଣ୍ଟିନା ଓ ମିସ୍‌ ପୁଏର୍ଟୋରିକୋ

ମିସ୍‌ ଆର୍ଜେଣ୍ଟିନା ମାରିୟାନା ଭରେଲା ଓ ମିସ୍‌ ପୁଏର୍ଟୋରିକୋ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍‌ ଦୁହେଁ ଦୁହିଁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଏ ନେଇ ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି।