Loading...

ଖୁବ ଶୀଘ୍ର ବଜାରକୁ ଆସୁଛି ଜିଓର ହାଇଟେକ ଚଷମା, ମୋବାଇଲରେ ଥିଏଟରର ମଜା

ଖୁବ ଶୀଘ୍ର ବଜାରକୁ ଆସୁଛି ଜିଓର ହାଇଟେକ ଚଷମା, ମୋବାଇଲରେ ଥିଏଟରର ମଜା

ଛୋଟ ମୋବାଇଲ ସ୍କ୍ରିନ୍‌କୁ ୧୦୦ ଇଞ୍ଚର ବଡ଼ ସ୍କ୍ରିନ୍‌ରେ ପରିବର୍ତ୍ତିତ କରିଦିଏ। ସେହିଭଳି ଡିଭାଇସ୍‌ରେ ଥିବା ଏଆର୍‌ ଏବଂ ଭିଆର୍‌ ମୋଡ୍‌କୁ ମଧ୍ୟ ସହଜରେ ସ୍ବିଚ୍‌ କରି ମୋବାଇଲରେ ଥିଏଟରର ମଜା ନେଇପାରିବେ ଗ୍ରାହକ।