Loading...

ଏଣିକି ଭାରତରେ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ଉପରେ ଲାଗିଲା ଅଙ୍କୁଶ

ଏଣିକି ଭାରତରେ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ଉପରେ ଲାଗିଲା ଅଙ୍କୁଶ

ଏକ ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ସୁନାର ହଲମାର୍କିଂକୁ ନେଇ ଏହି ନିୟମ ଲାଗୁ ହେବାକୁ ଯାଉଛି। ବିନା ହଲ୍‌ମାର୍କ ହୋଇନଥିବା ସୁନା ଗହଣା ବିକ୍ରି କରିବେନି ଦୋକାନୀ।