ନ୍ୟୁଜ୍ ଫିଫା ୨୦୨୨ ବିଜୟୀ ଟିମକୁ ସୁନାର ଆଇଫୋନ୍ ଗିଫ୍ଟ କରିବେ ମେସି 04 Mar, 2023 4 mins read 225 views ୩୭ ବର୍ଷ ପରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି ଅଧିନାୟକ ମେସି ।