Loading...

ଆଜିଠୁ ରାଜ୍ୟରେ କାଁଭାଁ ବର୍ଷା, କାଲିଠୁ ବର୍ଷିବ

ଆଜିଠୁ ରାଜ୍ୟରେ କାଁଭାଁ ବର୍ଷା, କାଲିଠୁ ବର୍ଷିବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୌଣସି ସତର୍କ ସୂଚନା ନାହିଁ l

ଘରୋଇ ବିଶେଷଜ୍ଞମାନଙ୍କୁ ଚାକିରି ଦେବ କେନ୍ଦ୍ରସରକାର

ଘରୋଇ ବିଶେଷଜ୍ଞମାନଙ୍କୁ ଚାକିରି ଦେବ କେନ୍ଦ୍ରସରକାର

ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ ପରାମର୍ଶ ଦିଆଯାଇଛି।

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦବାି କରିଥିଲା ତାଲିବାନ। ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକିଦେଇଥିବା ଜଣାପଡ଼ିଛି।