• Home
  • Govt against death penality for those who rape children
LIFESTYLE

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Krishna Kumar Manoj
ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ସୂଚନା ଶିଶୁ ଏବଂ ପିଲାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବା ନିମନ୍ତେ ଆଇନ ସଂଶୋଧନ କରିବ ନାହିଁ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More