ନ୍ୟୁଜ୍ ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର 27 Dec, 2021 4 mins read 321 views ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା।