Loading...

କରୋନା ପାଇଁ ବାତିଲ ହେଲା ଚଳିତ ବର୍ଷ ବଜେଟ୍‌ ହାଲ୍‌ୱା ଉତ୍ସବ

କରୋନା ପାଇଁ ବାତିଲ ହେଲା ଚଳିତ ବର୍ଷ ବଜେଟ୍‌ ହାଲ୍‌ୱା ଉତ୍ସବ

ଦିଲ୍ଲୀରେ ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ ସଙ୍କଟ ହେତୁ ପ୍ରଥମ ଥର ପାଇଁ ଏବର୍ଷ ପାରମ୍ପରିକ ‘ହାଲ୍‌ୱା ଉତ୍ସବ’ ବାତିଲ କରାଯାଇଥିବା କଥା ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।