Loading...

ଧାନମନ୍ତ୍ରୀ ହେବା ପରେ ଶେହବାଜଙ୍କ ପୁଅ ହମଜା ସହବାଜ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଧାନମନ୍ତ୍ରୀ ହେବା ପରେ ଶେହବାଜଙ୍କ ପୁଅ ହମଜା ସହବାଜ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାରେ ଶନିବାର ନାହିଁ ନ ଥିବା ବିଭ୍ରାଟ ସୃଷ୍ଟି ହୋଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ନେତାମାନେ ବିଧାନସଭା ଉପବାଚସ୍ପତି ମହମ୍ମଦ ମଜରୀଙ୍କ ଚୁଟି ଟାଣିବା ସହ ତାଙ୍କୁ ମାଡ଼ ମାରିଛନ୍ତି।