Tag Archives: Health benefits of drinks

Archives

  • ଖରାଦିନେ ଶରୀର ସୁସ୍ଥ ରଖିବା ପାଇଁ ପିଅନ୍ତୁ ଏହି ଜୁସ

    ଖରାଦିନେ ଶରୀରରୁ ଝାଳ ବାହାରିଥାଏ । ଲୋକେ ବଜାରରେ ବିକ୍ରି ହେଉଥିବା ସୁଲଭ ମୂଲ୍ୟର ଜୁସ୍ ପିଇଥାଆନ୍ତି। ଏହି ମୃଦୁ ପାନୀୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ନିଜକୁ ଖରା ଦିନେ ଫିଟ୍ ରଖିବା ପାଇଁ ସବୁଠୁ ଭଲ ଘରେ ତିଆରି ସରବତ । ଦହି ସରବତ, ଲେମ୍ବୁ ସରବତ, ବେଲ ସରବତ, ଆମ୍ବ ସରବତ କଥା ତ ଆପଣ ଜାଣିଛନ୍ତି । କିନ୍ତୁ ଆମେ ଏଠାରେ ଆଉ ଦୁଇଟି ସରବତ ...