Tag Archives: Health benefits of mango

Archives

  • ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ ?

    ଆମ୍ବ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ଵ ଭରପୂର ରହିଛି । ଭିଟାମିନ୍ ଏ, ଲୌହ, କପର, ପୋଟାସିୟମ୍ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳେ । ଆମ୍ବ ଖାଇବା ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ ? ଆମ୍ବର ଉପକାରିତା :- ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ...