News

ବଳିଆ ସ୍ୱାସ୍ଥ୍ୟରେ ସୁଧାର ପରିବର୍ତ୍ତନ ଘଟିଛି

ENO Beuro
ଦିଲ୍ଲୀ ଏମ୍‌ସରେ ବଳିଆ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଅଲଗା ପରେ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟ ବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ମାତ୍ର, ବଳିଆର ସ୍ୱାସ୍ଥ୍ୟରେ ଦ୍ରୁତ ସୁଧାର ଆସିନଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More