ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତ, ଜାଣନ୍ତୁ ଏହାର ନିରାକରଣ
ନିକଟ ଅତୀତରେ ବ୍ୟାୟମ ସମୟରେ ହୃଦଘାତ ସଂଖ୍ୟା ବୃଦ୍ଧି ପାଉଛି। ସତରେ କଣ ବ୍ୟାୟମ କରିବା ଫଳରେ ବ୍ୟକ୍ତି ହୃଦଘାତର ଶିକାର ହୁଏ। ନା ଏହା ପଛରେ ରହିଛି ଅନ୍ୟକିଛି କାରଣ ଆଜି ଆମେ ଏହା ବିଷରେ ଆପଣଙ୍କୁ ସବିଶେଷ ଜଣାଇବାକୁ ଯାଉଛୁ।
Loading...