Loading...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ

ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଲଗାତାର କିଛି ଦିନ ଧରି ପାରଦ ତଳକୁ ଖସିବାର ନାଁ ଧରୁନି । ଅସହ୍ୟ ଗରମରେ ମୁହଁ ହାତ ପୋଡ଼ି ଯାଉଛି । ଘରେ, ବାହାରେ, ବଜାର, ହାଟ ସବୁଠି ତାତିରେ କଲବଲ ହେଉଛନ୍ତି ଲୋକେ ।

ଆଗାମୀ ୩ ଦିନ ଯାଏ କଲବଲ କରିବ ତାତି

ଆଗାମୀ ୩ ଦିନ ଯାଏ କଲବଲ କରିବ ତାତି

ରାଜ୍ୟର ତାପମାତ୍ରା ଏବେ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ଦିନକ ପରେ ପାରଦ ପୁଣି ଉପରମୁହାଁ ହେବ। ୩୦ ତାରିଖରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ।

ମାର୍ଚ୍ଚ ୨୪ରୁ ବଢିବ ପାରଦ

ମାର୍ଚ୍ଚ ୨୪ରୁ ବଢିବ ପାରଦ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଗରମ ଜାରି ରହିବ । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସହ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ମିଶିବା ଯୋଗୁ ଗୋଟିଏ କିମ୍ବା ଦୁଇଟି ଜାଗାରେ କାଳବୈଶାଖୀ ହୋଇପାରେ ।