ନ୍ୟୁଜ୍ ଆଜିଠୁ ଚାରି ଦିନ ଯାଏଁ ବଢିବ ତାପମାତ୍ରା, ସିଝିବ ଓଡିଶା 06 Mar, 2023 6 mins read 307 views ଧୀରେ ଧୀରେ ରାଜ୍ୟରେ ବଢୁଛି ତାପମାତ୍ରା। ଅସହ୍ୟ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ଆରମ୍ଭରୁ ଏପରି ଭାବେ ତାପମାତ୍ରା ବଢିଥିବାବେଳେ ଚଳିତବର୍ଷର ଆକଳନ କରାଯାଇପାରେ।
ନ୍ୟୁଜ୍ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ, ଉପକୂଳ ଓଡିଶାରେ କୋହଲା ପାଗ 02 Apr, 2022 12 mins read 353 views ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ଶୀତଳ ପବନ ପ୍ରବାହିତ ହେଉଛି। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଆଜି ୩୪.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାଲେଶ୍ବରରେ ୩୬ ଡିଗ୍ରି, କଟକରେ ୩୩.୬ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି ଓ ଗୋପାଳପୁରରେ ୨୯.୭ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି।
ନ୍ୟୁଜ୍ ଓଡିଶାରେ ୧୬ରୁ ଗ୍ରୀଷ୍ମ ଲହରୀ 14 Mar, 2022 9 mins read 318 views ଆସନ୍ତା ୧୬ ତାରିଖରୁ ଖରା ଆହୁରି ବଢ଼ିବ। ଏପରିକି ରାଜ୍ୟର ବହୁ ସ୍ଥାନରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।