News

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 

ENO Beuro
ଉତ୍ତର ଓଡ଼ିଶାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ । ଘଡଘଡ଼ି ମଧ୍ୟ ମାରିବାର ସମ୍ଭାବନା ରହିଛି । ପ୍ରବଳ ବେଗରେ ପବନ ବୋହିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More