Tag Archives: high tempetaure in odisha

Archives

  • ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

    ରାଜ୍ୟରେ ଗତ ଦୁଇ ତିନି ଦିନ ହେବ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ପ୍ରବଳ ଗରମ ହାଓ୍ବା ପରିବେଶକୁ ଉତ୍ତପ୍ତ କରିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଉଛି ତାତି। ସନ୍ଧ୍ୟା ପର୍ଯ୍ୟନ୍ତ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଓ କେତେକ ସ୍ଥାନରେ ୪୨ ଡିଗ୍ରୀ ...