Entertainment

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

ENO Beuro
ନେହା ଧୂପିଆଙ୍କ ପରେ ହିମେଶ ରେଶମିୟା କଲେ ସିକ୍ରେଟ ମ୍ୟାରେଜ ବର୍ତ୍ତମାନ ବଲିଉଡରେ ଯେପରି ବିବାହର ଋତୁ ଚାଲିଛି । ସୋନମ କପୁରଙ୍କ ବିବାହ ପରେ ଚୁପଚାପ୍ ବିବାହ କରିଥିଲେ ଅଭିନେତ୍ରୀ ନେହା ଧୁପିଆ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More