Tag : hirakud dam

News

ହୀରାକୁଦର ବନ୍ଦ ହେଲା ୫ଟି ଗେଟ

ENO Beuro
ମହାନଦୀରେ ବନ୍ୟା ଆସିଲା ନାହିଁ। ଏବେ ନଦୀର ଜଳସ୍ତର କମିବାରେ ଲାଗିଛି। ଆଜି ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ ବନ୍ଦ କରାଯାଇଛି। ଫଳରେ ଏବେ ୨୦ଟି ଗେଟ ଦେଇ ଜଳଭଣ୍ଡାରରୁ ମହାନଦୀକୁ ଜଳ