Loading...

ବେଲଜିୟମ-ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହାସମର

ବେଲଜିୟମ-ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହାସମର

ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।

ହକି ବିଶ୍ବକପର ପଞ୍ଚମ ଦିନ, ଆଜି କଳିଙ୍ଗରେ ଖେଳାଯିବ ୨ଟି ମ୍ୟାଚ୍

ହକି ବିଶ୍ବକପର ପଞ୍ଚମ ଦିନ, ଆଜି କଳିଙ୍ଗରେ ଖେଳାଯିବ ୨ଟି ମ୍ୟାଚ୍

ହକି ବିଶ୍ବକପର ପଞ୍ଚମ ଦିନ  । ଆଜି ଖେଳାଯିବ ୨ଟି ମ୍ୟାଚ୍  । କେବଳ କଳିଙ୍ଗରେ ହେବ ମୁକାବିଲା  । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା  ।

ତିନି ଦିନରେ ହକି ବିଶ୍ଵକପ, ଆଜି ଭାରତ-ଇଂଲଣ୍ଡ ମୁକାବିଲା

ତିନି ଦିନରେ ହକି ବିଶ୍ଵକପ, ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ ।

ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍‌କମ୍‌ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଙ୍କର ଯୋଗଦେବାର ଥିଲା।

ଆଜିଠୁ ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ଆଜିଠୁ ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ଆଜିଠୁ ହକି ବିଶ୍ୱକପ୍‌ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା।

ହକି ୱାର୍ଲ୍ଡ କପର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା ବାରବାଟୀ

ହକି ୱାର୍ଲ୍ଡ କପର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା ବାରବାଟୀ

ଝଲସିଲା ବାରବାଟୀ, ଝୁମିଲେ ଦର୍ଶକ। ପୁରୁଷ ହକି ବିଶ୍ୱକପ୍‌ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏହି ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା।