February 22, 2019

Tag : hockey world cup

ଆୟର୍ଲାଣ୍ଡକୁ ୨-୧ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

ENO Beuro
କଳିଙ୍ଗ ହକି ଷ୍ଟାଡିୟମରେ ଚାଲିଥିବା ବିଶ୍ଵକପର ତୃତୀୟ ଦିବସରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଲଢୁଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଉଦିତ ୟୁରୋପୀୟ ହକି ଦେଶ ଆୟର୍ଲାଣ୍ଡକୁ ୨-୧ ଗୋଲ୍‌ରେ ହରାଇ ଦେଇଛି

ହକି ବିଶ୍ଵକପ: ଆଜି ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ENO Beuro
ଚଳିତ ବିଶ୍ଵକପରେ ଡିଫେଡିଙ୍ଗ ଚମ୍ପିୟନ ଅଷ୍ଟ୍ରେଲିଆ ଆଜି ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ପୂର୍ବରୁ କ୍ରମାଗତ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଅଷ୍ଟ୍ରେଲିଆ ଏଥର ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଛି।

ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

ENO Beuro
ବିଶାଳ ବିଜୟରୁ ଅଭିଯାନ ଆରମ୍ଭ, ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କଲା ଭାରତ ହକି ବିଶ୍ୱକପ ଆରମ୍ଭରୁ ଭାରତୀୟ ହକି ଟିମ ସମସ୍ତଙ୍କର ହୃଦୟ ଜିଣିପାରିଛି । ଏକତରଫା ବିଜୟ ସହ ଦଳ ବିଶ୍ୱକପ

ନବୀନ ଓଡ଼ିଶାର ଦକ୍ଷ ଗୋଲକିପର:ଶାହାରୁଖ ଖାନ୍

ENO Beuro
ବାପା ହକି ଖେଳୁଥିଲେ,ମୁଁ ଖେଳିଛି ,ପୁଅକୁ ଖେଳିବାକୁ ଉସ୍ରାହିତ କରୁଛି: ଶାହାରୁଖ ଓଡ଼ିଶା ହକି ବିଶ୍ୱକପ୍‌ ଉଦ୍‌ଘଟନୀ ସମାରୋହରେ ନିଜର ମନଜିଣା ଅନ୍ଦାଜରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକତ୍ରୀତ ହୋଇଥିବା କ୍ରୀଡାପ୍ରେମୀଙ୍କ ହୃଦୟ ଜିଣି ନେଇଛନ୍ତି

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro
ଆଜି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ । ସନ୍ଧ୍ୟାରେ ଯୋଗ ଦେବେ ସୁପରଷ୍ଟାର ସଲମାନ ଖାନ୍‌ । ଏଥିପାଇଁ ସଲମାନ୍ ନିଜେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି ।

ହକି ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ENO Beuro
ଭୁବନେଶ୍ୱର ରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରରେ ସମସ୍ତ ଶିକ୍ଷାନୁଷ୍ଠାନ

ରିଲିଜ୍ ହେଲା ହକି ବିଶ୍ୱକପ୍ ଗୀତର ଟିଜର୍

ENO Beuro
ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ.ଆର. ରହମନ ହକି ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ବା ଥିମ୍‌ ସଙ୍ଗର ଟିଜର ଭିଡିଓକୁ ଟୁଇଟ୍‌ କରିଛନ୍ତି। ରବିବାର ସେ ୪୬ ସେକେଣ୍ଡର ଏହି ଗୀତର ଟିଜର

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ

ENO Beuro
କଟକରେ ଜମିବ ହକି ବିଶ୍ଵକପ ଫିଭର। ବାରବାଟୀ ଷ୍ଟାଡିୟମକୁ ଆସି ଲୋକଙ୍କୁ ସଙ୍ଗୀତର ଧୁନରେ ଝୁମାଇବେ ବଲିଉଡର ପ୍ରତିଷ୍ଟିତ ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଏ.ଆର. ରେହମାନ। ମିଲେନିୟମ ସିଟିରେ କାର‌୍ୟ୍ୟକ୍ରମରେ ଯୋଗଦାନକୁ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More