Tag : hockey

SPORTS

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

ENO Beuro
କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକର। ହକି ବିଶ୍ଵକପର ଫାଇନାଲ ମ୍ୟାଚରେ ଥିଲେ ମୁଖ୍ୟ ଅତିଥି। ସାରା ଷ୍ଟାଡିୟମ୍‌ରେ ଗୁଞ୍ଜରି ଉଠିଥିଲା ସଚିନ୍‌, ସଚିନ୍‌ରେ । ସଚିନ୍‌ ନିଜେ ମଧ୍ୟ ଏତେ ସଂଖ୍ୟାରେ ଦର୍ଶକ ହକି
SPORTS

ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

ENO Beuro
ବେଲଜିୟମର ଭାନ ଡୋରେନ ଶ୍ରେଷ୍ଠ ଖେଳାଳି ମାହୋଲ ଥିଲା ପୁରା ସଚିନମୟ। କିନ୍ତୁ ଟାଇଟେଲ ପାଇଁ ଲଢୁଥିଲେ ବେଲଜିୟମ-ନେଦରଲାଣ୍ଡସ। ମଝିରେ ମଝିରେ ସଚିନ… ସଚିନ … ଶବ୍ଦରେ ଫାଟି ପଡୁଥିଲା କଳିଙ୍ଗର ଆକାଶ। ଶେଷରେ
News SPORTS

‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

ENO Beuro
ଓଡିଶାରେ ହକି ବିଶ୍ଵକପ ଚାଲୁଥିବାବେଳେ ଓଡିଶାର ଜନଜାତି ହକି ଖେଳାଳିମାନଙ୍କ ଉପରେ ଲିଖିତ ପୁସ୍ତକ ‘ହକି ହି ଜିନ୍ଦେଗୀ’କୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ
SPORTS

ହକି ବିଶ୍ଵକପ୍: ଆଜି ସେମି ଫାଇନାଲ

ENO Beuro
ହ୍ୟାଟ୍ରିକ ସ୍ଵର୍ଣ ଲକ୍ଷରେ ଅଷ୍ଟ୍ରେଲିଆ ଶେଷ ହୋଇ ଆସିଲାଣି ହକି ବିଶ୍ଵକପ। ଶୁକ୍ରବାର ବିଶ୍ରାମ ଦିବସ ଥିବାରୁ ଆଜି ଖେଳାଯିବ ସେମି ଫାଇନାଲ। ଦୁଇଟି ଯାକ ସେମିଫାଇନାଲ ଗୋଟିଏ ଦିନରେ ରହିଛି। ପ୍ରଥମ ସେମିଫାଇନାଲ
SPORTS

ଆଜିଠୁ କ୍ୱାର୍ଟର ଫାଇନାଲ: ଆର୍ଜେଣ୍ଟିନା ବନାମ ଇଂଲଣ୍ଡ

ENO Beuro
ସେମି ଲକ୍ଷରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ବିପର୍ଯୟ ଘଟାଇବାକୁ ପ୍ରସ୍ତୁତ ଇଂଲଣ୍ଡ,ଫ୍ରାନ୍ସ ଆଜିଠୁ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ । ଯିଏ ଜିତିବ ସେ ସେମି ଫାଇନାଲ୍‌ ଯିବ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ
SPORTS

କଳିଙ୍ଗରେ ଗୋଲ ବର୍ଷା,ଚୀନ ବିପକ୍ଷରେ ୧୧-୦ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

ENO Beuro
ଗୋଲ… ଗୋଲ… ଗୋଲ… ପ୍ରତି ମୂହୁର୍ତ୍ତରେ ଗୋଲ ପ୍ରତି କ୍ଵାର୍ଟରରେ ଗୋଲ।ଅଷ୍ଟ୍ରେଲିଆ ଗତକାଲି କଳିଙ୍ଗରେ କରିଥିଲା ଗୋଲ ବର୍ଷା। କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ କୌଣସି ଦଳ ଏତେ ଗୋଲ ବ୍ୟବଧାନରେ ଜିତିବା ଏହା
SPORTS

ହକି ବିଶ୍ୱକପ୍‌ : କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ENO Beuro
ହକି ବିଶ୍ୱକପ୍‌ର ପୁଲ ବି’ରେ ବିଶ୍ଵର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ୩-୦ ଗୋଲରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାଜିତ କରିଥିଲେ। ମ୍ୟାଚ ଆରମ୍ଭରୁ ଉଭୟ
Entertainment SPORTS

ହକି ବିଶ୍ଵକପରେ ତରକା ମେଳି: ଆସିବେ ଅମିତାଭ,ଆମିର,ସଚିନ!

ENO Beuro
ଦ୍ରାବିଡ,ଗାଙ୍ଗୁଲି,ସାହିଦ ବି ଆସିପାରନ୍ତି ଚଳିତ ହକି ବିଶ୍ଵକପରେ ଜମିବ ତରକା ମେଳି। ଉଦଯାପନୀ ସନ୍ଧ୍ୟାରେ ଏମିତି ରଙ୍ଗାରଙ୍ଗ କାର୍ଯାକର୍ମ ହେବ, ଆଗରୁ କେହି ଦେଖିନଥିବେ। ଉଦ୍‌ଘାଟନୀ ସମାରୋହରେ ମାଧୁରୀ ଦୀକ୍ଷିତ, ଏ.ଆର୍‌. ରହମନ୍‌, ସଲ୍‌ମାନ୍‌
SPORTS

ହକି ମହାସମର : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଭେଟ

ENO Beuro
ଦୀର୍ଘ ୪ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ । ୧୬ଟି ରାଷ୍ଟ୍ର ଏହି ୧୯ ଦିନିଆ ପ୍ରତିଯୋଗିତାରେ ଟ୍ରଫି ପାଇଁ ଲଢ଼ିବେ।
Entertainment

ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍‌ ସହ ଚାଟାର୍ଡ ଫ୍ଲାଇଟ୍‌ରେ ଓଡିଶା ପହଞ୍ଚିବେ କିଙ୍ଗ୍ ଖାନ୍

ENO Beuro
ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍‌ ସହ ଚାଟାର୍ଡ ଫ୍ଲାଇଟ୍‌ରେ ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଅଭ୍ୟାସ ପାଇଁ କଡ଼ା