Tag : home ministry asks twitter to ban accounts which spread rumours

News

୮ ଗୁଜବ ସୃଷ୍ଟିକାରୀ ଆକାଉଣ୍ଟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Ratnamani Moharana
ଜମ୍ମୁ-କାଶ୍ମୀରରେ ଦୂରଭାଷ ସହ ଇଣ୍ଟରନେଟ୍ ସେବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ୮ ଟି ଆକାଉଣ୍ଟ୍ ବନ୍ଦ କରିବା ପାଇଁ କୁହାଯାଇଛି ।