Loading...

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ବର୍ଷ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ହୋଇଥିଲା। ଏହା ହୋନୋଭେରିୟନ ପ୍ରଜାତିର ଘୋଡ଼ା।