News

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ENO Beuro
କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଦମକଳ ଗାଡ଼ି ନିଆଁ ଲାଗି ୫ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ଏପରି ଘଟଣା ନୟାଗଡ ଜିଲା ଦଶପଲ୍ଲା ଶ୍ରୀରାମପୁର ଗ୍ରାମରେ ଦେଖିବାକୁ ମିଳିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More