Tag Archives: How to cook cabbage pickle ?

Archives

  •  ଘରେ କିପରି ତିଆରି କରିବେ ବନ୍ଧାକୋବି ଆଚାର ଜାଣନ୍ତୁ ? 

    ଆବଶ୍ୟକ ସାମଗ୍ରୀ :- ଛୋଟ ବନ୍ଧାକୋବି ଗୋଟିଏ, ତେନ୍ତୁଳି କାଗଜି ଲେମ୍ବୁ ସାଇଜର ଟେଳାଏ. ଲୁଣ, ହଳଦୀ, ସୋରିଷ 2ଚାମଚ, ରିଫାଇନ୍ ତେଲ 100 ଗ୍ରାମ, ମେଥି ଏକ ଚାମଚ, ଲଙ୍କା ଗୁଣ୍ଡ ଦୁଇ ଚାମଚ, ଶୁଖିଲା ଲଙ୍କା ଚାରିଟା, ହେଙ୍ଗୁ ଛୋଟ ଖଣ୍ଡ । ପ୍ରଣାଳୀ :- ବନ୍ଧାକୋବି ଉପର ପତ୍ର ୩/୪ଟି ଖୋଲି ନେଇ ଏହାକୁ କାଟିଦିଅ । ଏହାକୁ ଚୁନା ଚୁନା କରି କାଟ । ସେଥିରେ ଲୁଣ ...