Tag Archives: how to cure from paralysis

Archives

  • ପାରାଲିସିସ ରୋଗରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

    ରୋଗ ହେବା ପୂର୍ବରୁ ତାହାର ନିରାକରଣ କରିବା ନିହାତି ଦରକାର ଅଟେ । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଇଛି  ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ । ବୟସ ବଢିବା ସହିତ ରୋଗ ମଧ୍ୟ ବଢିଯାଏ । ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ...