LIFESTYLE

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

Krishna Kumar Manoj
ମହିଳା ମାନଙ୍କୁ ଫିଟ ଓ ସୁସ୍ଥ ରଖିବାରେ ବ୍ରଜାସନ ଗୁରୁତ୍ଵପୂର୍ଣ । ଏହି ଆସନ କଲେ ମଣିଷର ଶରୀର ବ୍ରଜ ପରି ଦୃଢ ହେଉ ଥିବାରୁ ଏହାର ନାମ ବ୍ରଜାସନ ଦିଆ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More