Tag Archives: How to make bela pana ?

Archives

  • ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ବେଲପଣା ?

    ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ସମସ୍ତେ ପ୍ରାୟତଃ ବେଲରେ ପଣା ତିଆରି  କରିଥାନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଦେଇଥାଆନ୍ତି । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ବିପୁଳ ମାତ୍ରାରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ତେବେ ଆସନ୍ତୁ ଜାଣିବା ଘରେ କିପରି ସ୍ୱାଦିଷ୍ଟ ...