Tag Archives: How to make Rasabali at home ?

Archives

  • ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

    ସମସ୍ତେ ମିଠା ଖାଇବାକୁ ଭଲ ପାଆନ୍ତି । କୌଣସି ଶୁଭ ଖବର ହଉ କିମ୍ବା କୌଣସି ବାହାଘର ହଉ ମିଠା ସମସ୍ତେ ଖାଇ ଥାଆନ୍ତି । ଏମିତି କି କୌଣସି ବନ୍ଧୁ ଘର ଗଲେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଗଲେ ମିଠା ନେଇ ଯାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ କେମିତି ରସାବଳୀ ତିଆରି କରିବେ । ତେବେ ଆସନ୍ତୁ ଜାଣିବା ନିଜେ ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ? ଆବଶ୍ୟକ ...