ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ
ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଆମେ ଭାଇରାଲ ଫିଭର୍ ବା (ସଂକ୍ରାମକ ଜ୍ୱର)ରେ ଶିକାର ହୋଇଥାଉ। ତାପମାତ୍ରା କମିବା-ବଢ଼ିବା କାରଣରୁ ଇମ୍ୟୁନିଟି ସିଷ୍ଟମ୍ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ଯାହାଦ୍ୱାରା ଶରୀରରେ