Tag Archives: how to remove black spot

Archives

  • ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

    ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର ; ଶୀତ ଦିନେ ଅନେକଙ୍କ ମୁହଁରେ କଳା ଦାଗ ହୋଇଥାଏ । ଏହି ଦାଗ ରହିବା ଦ୍ଵାରା ମୁହଁର ସୈନ୍ଦର୍ଯ୍ୟ ନଷ୍ଟ ହୁଏ। କଳା ଦାଗକୁ ଭଲ କରିବା ପାଇଁ ଏକ ସହଜଉପାୟ ରହିଛି ।ପ୍ରଥମେ ଗୋଟେ ବାଉଲରେ କିଛି ବେସନ,ହଳଦୀ,ମହୁ ଓ କ୍ଷୀରକୁ ଭଲ ଭାବେ ମିକ୍ସ କରନ୍ତୁ ତାପରେ ମୁହଁରେ ଲଗାଇ ୧୫-୨୦ ମିନିଟ ରଖନ୍ତୁ। ତାପରେ ଥଣ୍ଡା ପାଣିରେ ...