Loading...

ଘରୋଇ ହିଂସା ମାମଲାରେ ଥାନାରେ ହାଜର ହେବେ ହ୍ୟୁମାନ ସାଗର

ଘରୋଇ ହିଂସା ମାମଲାରେ ଥାନାରେ ହାଜର ହେବେ ହ୍ୟୁମାନ ସାଗର

ଘରୋଇ ହିଂସା ମାମଲାରେ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଘଟଣା । ଆଇନକୁ ସମ୍ମାନ ଦେଇ ଥାନାରେ ପହଞ୍ଚି ଜବାବ ରଖିବେ । ଦର୍ଶକଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି ହ୍ୟୁମାନ ସାଗର ।