Loading...

ତୁଟିଲା ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ

ତୁଟିଲା ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

ଆପୋସ ବୁଝାମଣା ଚାହୁଁଛୁ, ହେଲେ ପ୍ରେସମିଟ କରି ବିଗାଡୁଛନ୍ତି ଶ୍ରୀୟା

ଆପୋସ ବୁଝାମଣା ଚାହୁଁଛୁ, ହେଲେ ପ୍ରେସମିଟ କରି ବିଗାଡୁଛନ୍ତି ଶ୍ରୀୟା

ବୟସ ୨୫ କିମ୍ବା ୨୬ ନୁହେଁ ଯେ କାହା ସଙ୍ଗେ ଦାରେନାରେ ହେବି। ପତ୍ନୀଙ୍କ ପ୍ରେସମିଟ୍‌କୁ ନେଇ ବି ସେ ପ୍ରଶ୍ନ ଉଠାଇ କହିଛନ୍ତି, ଦୁଇଦିନ ଏ ବାବଦରେ ମାଗିଥିଲେ। ଏହା ଭିତରେ ପ୍ରେସ୍ ମିଟ୍ କରିବା କ’ଣ ଦରକାର ଥିଲା।

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ: ପ୍ରେସମିଟ୍‌ କରିବେ ଶ୍ରୀୟା

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ: ପ୍ରେସମିଟ୍‌ କରିବେ ଶ୍ରୀୟା

ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦରେ ସାମନାକୁ ଆସିଛି ନୂଆ ଟ୍ଵିଷ୍ଟ । ଆଜି ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟା । ପୁରୀରେ ପ୍ରେସମିଟ୍‌ ଡାକିଛନ୍ତି । ସକାଳ ୧୦ଟାରେ ପ୍ରେମସିଟରେ ସବୁ କଥା କହିବେ ।

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ, ଆରମ୍ଭ ହେଲା ଆରୋପ ଦୋଷାରୋପ

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ, ଆରମ୍ଭ ହେଲା ଆରୋପ ଦୋଷାରୋପ

ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ ।